କରୋନାକୁ ହରାଇବା ପାଇଁ ‘ମୋଲନୁପିରାଭିର’କୁ ବ୍ରିଟେନ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଚିକିତ୍ସା ପାଇଁ ମର୍କ କମ୍ପାନୀର ବଟିକା ବ୍ୟବହାରକୁ ମିଳିଲା ଅନୁମୋଦନ। ଏହା କୋଭିଡ -୧୯ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ବର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯିଏ ଏହି ବଟିକା ଦ୍ବାରା କରୋନାର ଚିକିତ୍ସା କରିବା ପାଇଁ ଅନୁମତି ଦେଇଛି। ହେଲେ ଏହି ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା … Continue reading କରୋନାକୁ ହରାଇବା ପାଇଁ ‘ମୋଲନୁପିରାଭିର’କୁ ବ୍ରିଟେନ ଦେଲା ମଞ୍ଜୁରୀ